ଆଜିର ଖବର ଆଇପିଏଲରେ ସର୍ବାଧିକ ଛକା ମାରିଥିବା ଶ୍ରେଷ୍ଠ-୫ ଖେଳାଳି: ଜାଣନ୍ତୁ ଏହି ତାଲିକାରେ କେତେଜଣ ଭାରତୀୟ ନୂଆଦିଲ୍ଲୀ: ଟି-୨୦ କ୍ରିକେଟ ଆରମ୍ଭ ହେବାଠାରୁ ଏହି ଖେଳ ଦର୍ଶକଙ୍କୁ ରୋମାଞ୍ଚିତ କରୁଛି। ଏହି ଛୋଟ ଫର୍ମାଟରେ ବ୍ୟାଟ୍ସମ୍ୟାନ ଦ୍ରୁତଗତିରେ ରନ ସଂଗ୍ରହ କରିବାକୁ ପ୍ରୟାସ କରିଥାନ୍ତି।…