ଆଜିର ଖବର କୂଅରେ ପଡିଗଲା ଜଙ୍ଗଲି ଗାଢଭାଲୁ, ଅକ୍ଲାନ୍ତ ପରିଶ୍ରମ କରି ଉଦ୍ଧାର କଲା ବନବିଭାଗ ନିରାକାରପୁର: ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡକୁ ପଳାଇ ଆସି କୂଅରେ ପଡିଲା ଜଙ୍ଗଲି ଗାଢ ଭାଲୁ। ଗାଢଭାଲୁକୁ କୂଅରୁ ଅକ୍କାନ୍ତ ପରିଶ୍ରମ କରି ଉଦ୍ଧାର କଲା ଟାଗିଂ…