ଆଜିର ଖବର ଲିଟନ୍ ଦାସଙ୍କ ବଦଳରେ ଏହି ଖେଳାଳିଙ୍କୁ ସାମିଲ କଲା କେକେଆର୍: ୩୯ ଟି ବଲରେ କରିଥିଲେ ଶତକ ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସର ଦଳ ଅଭିଜ୍ଞ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସଙ୍କ ବିକଳ୍ପ ପାଇଛି। ଲିଟନ୍ ଦାସଙ୍କ ସ୍ଥାନରେ କେକେଆର୍ ଟିମ୍ ନୂଆ ଖେଳାଳି…