ବିଶେଷ ଖବର ଜାତି ପ୍ରଥା ଓ ସଂରକ୍ଷଣ ପ୍ରସଙ୍ଗରେ ସିଜେଆଇ ଙ୍କ ବଡ଼ ବୟାନ, ସରକାରଙ୍କ ହସ୍ତକ୍ଷେପ ସମ୍ପର୍କରେ କହିଲେ ଏଭଳି ନୂଆଦିଲ୍ଲୀ: କେବଳ ଐତିହାସିକ ନୁହେଁ ବରଂ ଆଜିର ଦିନରେ ଆଇନର ଜଟିଳ ବାସ୍ତବତା ମଧ୍ୟ ଜାତିଗତ ବିଭାଜନକୁ ସ୍ଥାୟୀ କରିଛି ବୋଲି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି…