ଆଜିର ଖବର ଅଭିନେତା ରାଜକୁମାର ରାଓଙ୍କୁ ଏମିଳିଲା ବଡ ଦାୟିତ୍ଵ: ଜାତୀୟ ଆଇକନ୍ ପ୍ରଦାନ କଲେ ନିର୍ବାଚନ ଆୟୋଗ ନୂଆଦିଲ୍ଲୀ: ଏଥର ଭାରତର ନିର୍ବାଚନ ଆୟୋଗ ଅଭିନେତା ରାଜକୁମାର ରାଓଙ୍କୁ ଏହାର ଜାତୀୟ ଆଇକନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଦିନ ଆୟୋଗ ରାଜକୁମାର ରାଓଙ୍କୁ ଆଇକନ୍…