ଅନ୍ତରାଷ୍ଟ୍ରୀୟ କ୍ୱାଡ୍ ବୈଠକ ମଧ୍ୟରେ ଜାପାନର ଏୟାର ସ୍ପେସ୍ ନିକଟରେ ଉଡିଲା ଚୀନ୍ ଏବଂ ଋଷର ଯୁଦ୍ଧ ବିମାନ ଟୋକିଓ: ଚୀନ୍ ଏବଂ ଋଷର ଯୁଦ୍ଧ ବିମାନ ଆଜି ଜାପାନ ନିକଟରେ ମିଳିତ ବିମାନ ଉଡ଼ାଣ କରିଛି। ଯେତେବେଳେ କ୍ୱାଡ୍ ବ୍ଲକ୍ (ଆମେରିକା, ଭାରତ, ଅଷ୍ଟ୍ରେଲିଆ ଏବଂ…