ଜାତୀୟ ଖବର ଦୀପାବଳିରେ ଜିଓ ଆଣିଲା ଧ..ମା..କା., ମାତ୍ର ୬୯୯ ଟଙ୍କାରେ ମିଳିବ ୪ଜି ଫୋନ୍ ଭୁବନେଶ୍ୱର: ଦେଶର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଏହି ଦୀପାବଳିରେ ଏହାର ଜିଓଭାରତ ୪ଜି ଫୋନ ମୂଲ୍ୟରେ ୩୦ ପ୍ରତିଶତ ହ୍ରାସ କରିଛି।…