ବିଶେଷ ଖବର Jio PC: ଆସିଲା ରିଲାଏନ୍ସର ‘ଜିଓ-ପିସି’: ନିଜ ଘରର ଟିଭି ସ୍କ୍ରିନକୁ କରନ୍ତୁ ଏଆଇ କଂପୁଟର, ଜାଣନ୍ତୁ କେତେ ଅଛି ଦାମ୍ Jio PC: କମ୍ପ୍ୟୁଟର ବ୍ୟବହାର କରିବାକୁ ଇଛା ରଖିଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର ନେଇଆସିଛି ରିଲାଏନ୍ସ ଜିଓ। ଜିଓ ପକ୍ଷରୁ ଆଜି ‘ଜିଓ-ପିସି’ ଶୁଭାରମ୍ଭ ଘୋଷଣା…