ଅନ୍ତରାଷ୍ଟ୍ରୀୟ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଶଂସା କଲେ କ୍ୟାପଟେନ ରୋହିତ ଶର୍ମା: କହିଲେ ଟିମ୍ ଇଣ୍ଡିଆର ପରାଜୟର କାରଣ ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଏକ ଚମତ୍କାର ଶତକ ହାସଲ କରିଥିଲେ।…