ଆଞ୍ଚଳିକ ଆସନ୍ତାକାଲି ଚିଲିକାରେ ୯ ଘଣ୍ଟା ବିଦ୍ୟୁତ କାଟ୍, କେବଳ ଏହି ଅଞ୍ଚଳରେ ଜାରି ରହିବ ସେବା ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ନଅ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା…