ଅନ୍ତରାଷ୍ଟ୍ରୀୟ ଟି-୨୦ ବିଶ୍ୱକପ୍-୨୦୨୪ ର ଫର୍ମାଟରେ ପରିବର୍ତ୍ତନ, ଜାଣନ୍ତୁ ନିୟମ ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍-୨୦୨୨ ସମାପ୍ତ ହୋଇଛି। ଅନ୍ତିମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ଜିତିଛି’। ବର୍ତ୍ତମାନ ୨୦୨୪…