ରାଜ୍ୟ ଖବର ଟ୍ରେନର ବିଦ୍ୟୁତ ସଂଯୋଗ ବିଛିନ୍ନ, ଖରାପ ହେଲା ପେଣ୍ଟୋଗ୍ରାଫ, ଅଟକିଲା ଦୁଇଟି ଟ୍ରେନ ଭୁବନେଶ୍ବର: ଆଜି ରାୟଗଡା ନିକଟରେ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନର ପେଣ୍ଟୋଗ୍ରାଫ ପୁଣି ଥରେ ଖରାପ ହୋଇଗଲା। ଫଳରେ ଟ୍ରେନ ଚଳାଚଳ ପାଇଁ ଆବଶ୍ୟକ ବିଦ୍ୟୁତ ସଂଯୋଗ ବିଛିନ୍ନ…