ଡମ୍ପରକୁ ଧକ୍କା ଦେଲା କାର

ଗ୍ରେଟର ନୋଏଡା: ଯମୁନା ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣ ମହିଳା ଏବଂ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି। ଦୁଇ ଆହତଙ୍କ ଅବସ୍ଥା ଗୁରୁତର…