ଅନ୍ତରାଷ୍ଟ୍ରୀୟ ଆଜି ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଟି -୨୦ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ, କେଉଁଥିରେ ଦେଖିହେବ ମ୍ୟାଚ୍ ନୂଆଦିଲ୍ଲୀ: ଆଜି ଇଂଲଣ୍ଡର ଡର୍ବି କାଉଣ୍ଟି ଗ୍ରାଉଣ୍ଡରେ ଭାରତ ଏବଂ ଡର୍ବିସାୟର ମଧ୍ୟରେ ଏକ ୱାର୍ମ ଅପ୍ ଟି -୨୦ ମ୍ୟାଚ୍ ଖେଳାଯିବ। ଭାରତର ସମୟ ଅନୁଯାୟୀ…