ଡ଼ଃ ବି. ଆର୍. ଆମ୍ବେଦକର

ଭୁବନେଶ୍ଵର: ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ସମସ୍ତ ରେଳମଣ୍ଡଳରେ ଭାରତରତ୍ନ ଡ଼ଃ ବି. ଆର୍. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଶ୍ରଦ୍ଧାଭାବ ଓ ସମ୍ମାନ ସହ ପାଳିତ ହୋଇଥିଲା।…