ଆଜିର ଖବର ସାରଙ୍ଗଧର ଦାସଙ୍କ ସ୍ମୃତିରେ ଡାକ ଟିକେଟ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳ: ତ୍ୟାଗ ଓ ସେବାର ପରିଭାଷାକୁ ବୁଝିବାକୁ ହେଲେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ‘ଗଡଜାତ ଗାନ୍ଧୀ’ ପୁଣ୍ୟାତ୍ମା ସାରଙ୍ଗଧର ଦାସଙ୍କୁ ବୁଝିବାକୁ ହେବ। ତାଙ୍କର ଜନ୍ମଭୂମି…