ଜାତୀୟ ଖବର ପ୍ରଦାନ ହେଲା ଜାତୀୟ ଚଳଚିତ୍ର ପୁରସ୍କାର, ମିଥୁନଙ୍କୁ ଫାଲକେ ସମ୍ମାନ, ଓଡିଆର ଦମନକୁ ମଧ୍ୟ ପୁରସ୍କାର ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୨୦୨୨ ବର୍ଷ ପାଇଁ ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ କିମ୍ବଦନ୍ତୀ ଅଭିନେତା ମିଥୁନ…