ଆଜିର ଖବର ଏଣିକି ସବୁ ଶିକ୍ଷକଙ୍କୁ ମିଳିବ କୋଭିଡ ଟୀକା: ତାଲିକା ପ୍ରସ୍ତୁତ ପାଇଁ ସମସ୍ତ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଭୁବନେଶ୍ଵର: ଏବେ ରାଜ୍ୟରେ ସବୁ ଶିକ୍ଷକମାନଙ୍କୁ ଟୀକା ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ରାଜ୍ୟରେ ଟୀକା ନେଇଥିବା ଓ ନେଇନଥିବା ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ…