DurgaPuja2021 ଦୁର୍ଗାପୂଜାରେ କଟକରୁ ଦେବୀ ଦୁର୍ଗାଙ୍କର ପ୍ରତିଦିନ ବେଶର ଡିଜିଟାଲ ଦର୍ଶନ ଏବେ ଜିଓନ୍ୟୁଜରେ ଉପଲବ୍ଧ ଭୁବନେଶ୍ୱର: ସାଂପ୍ରତିକ କୋଭିଡ୍ କଟକଣା ପରିପ୍ରେକ୍ଷୀରେ ଅଗଣିତ ଭକ୍ତମାନଙ୍କ ପାଇଁ ମା ଦୁର୍ଗାଙ୍କର ପ୍ରତିଦିନ ବେଶର ଦର୍ଶନ ସୁଗମ କରିବା ନିମନ୍ତେ ଚଳିତବର୍ଷ ଦୁର୍ଗାପୂଜାରେ ଜିଓନ୍ୟୁଜ ଏ୍ୟୌତିହାସିକ…