ଜାତୀୟ ଖବର ଓଡ଼ିଶା ସମେତ ଦେଶର ଆଠଟି ସ୍ଥାନରେ 4ଜି ଟାୱାରଗୁଡ଼ିକର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 27 ତାରିଖ, ଶନିବାର ଦିନ ଓଡ଼ିଶା ସମେତ ଆଠଟି ରାଜ୍ୟରେ ଦେଶବ୍ୟାପୀ ସ୍ୱଦେଶୀ 4ଜି ଷ୍ଟାକ୍ ଏବଂ ଡିଜିଟାଲ ଭାରତ…