ଆଜିର ଖବର ଭୁବନେଶ୍ବରର ଡ଼ିଏନ ଅକ୍ସୀ ପାର୍କ ଆପାର୍ଟମେଣ୍ଟରେ ଉତ୍କଳ ଦିବସ ପାଳିତ, କୁନିଶିଳ୍ପୀଙ୍କ ଦ୍ବାରା ନୃତ୍ୟ ପରିବେଷଣ ଭୁବନେଶ୍ବର: ଡ଼ିଏନ ଅକ୍ସୀ ପାର୍କ ହୋଉସିଂ ସୋସାଇଟିରେ ଉତ୍କଳ ଦିବସ ଅତି ଆଡମ୍ବର ସହିତ ପାଳନ କରାଯାଇଛି। ଏହି ଉସ୍ତାବକୁ ସୋସାଇଟିର ସଭାପତି ଶ୍ରୀ ସଂଗ୍ରାମ କେଶରୀ…