ଆଜିର ଖବର ରାଜ୍ୟର ଡେରୀ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଓମ୍ଫେଡକୁ ମିଳିଲା ସ୍ୱତନ୍ତ୍ର ପୁରସ୍କାର ଭୁବନେଶ୍ୱର: ରାଜ୍ୟରେ ଡେରୀ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଓମ୍ଫେଡକୁ ମିଳିଲା ସ୍ୱତନ୍ତ୍ର ପୁରସ୍କାର। 72 ତମ ନିଖିଳ ଭାରତ ସମବାୟ ସପ୍ତାହ-2025 ପାଳନ ଅବସରରେ…