ଆଜିର ଖବର ଘୋଷଣା ହେଲା ୪୭ତମ ଶାରଳା ପୁରସ୍କାର: ‘ବିଶ୍ବାସ ଦେ ପୃଥିବୀ’ ପାଇଁ ସମ୍ମାନିତ ହେବେ ଡ. ଆଶୁତୋଷ ପରିଡ଼ା ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ସମ୍ମାନଜନକ ପୁରସ୍କାର ଶାରଳା ପୁରସ୍କାରର ୪୭ତମ ସଂସ୍କରଣ ପାଇଁ ନାମ ଘୋଷଣା ହୋଇଛି। ବିଶିଷ୍ଟ ସାହିତ୍ୟିକ ଡ. ଆଶୁତୋଷ ପରିଡ଼ାଙ୍କୁ…