ଆଜିର ଖବର ସୈରାତ ଉତ୍ସ ନିଲାମ ଇସ୍ତାହାର ପ୍ରତ୍ୟାହାର ଦାବି: ବାଣପୁର ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ। ସୈରାତ ଉତ୍ସ ନିଲାମ ଇସ୍ତାହାର ପ୍ରତ୍ୟାହାର ଦାବିରେ କଲେ ଘେରାଉ।…