ଆଜିର ଖବର ତେଲେଙ୍ଗାନା ବନ୍ୟା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5 କୋଟି ଟଙ୍କାର ସହାୟତା ଘୋଷଣା ଭୁବନେଶ୍ବର, ତେଲଙ୍ଗାନା ରାଜ୍ୟର ହାଇଦ୍ରାବାଦ ସହିତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଭିନ୍ନ ସ୍ଥାନରେ ବର୍ଷାପାଣି ଏ ପର୍ଯ୍ୟନ୍ତ ଘେରେଇ ରହିଛି।…