ଦକ୍ଷିଣ ଏସିଆ ଲେବର ମୋବିଲିଟି ସମ୍ମିଳନୀ

ଭୁବନେଶ୍ଵର: ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦୁଇଦିନିଆ ଭୁଟାନ ଗସ୍ତରେ ଯିବେ। ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଭୁଟାନରେ ଅନୁଷ୍ଠିତ ହେଉଥିବା ଦକ୍ଷିଣ ଏସିଆ…