ଆଞ୍ଚଳିକ ରଣପୁରରେ ଆରମ୍ଭ ହେଲା ଦଣ୍ଡଯାତ୍ରା ରଣପୁର: ରଣପୁର ଅଚଂଳରେ ପ୍ରସିଦ୍ଧ ଶିବ ମନ୍ଦିର ଗୁଡିକରେ ୧୭ ଦିନଧରି ଦଣ୍ଡଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ଭକ୍ତ ମହଲରେ ଉତ୍ସାହ ଦେଖାଦେଇଛି।…