ଅପରାଧ ଉମେଶ ପାଲ ଅପହରଣ ମାମଲାରେ ଅତିକ ଅହମ୍ମଦ ଦୋଷୀ ସାବ୍ୟସ୍ତ: କିଛି ସମୟ ମଧ୍ୟରେ ଦଣ୍ଡ ଘୋଷଣା ନୂଆଦିଲ୍ଲୀ: ପ୍ରୟାଗରାଜର ସ୍ୱତନ୍ତ୍ର ସାଂସଦ-ବିଧାୟକ କୋର୍ଟ ଉମେଶ ପାଲ ଅପହରଣ ମାମଲାରେ ଏହାର ରାୟ ଦେଇଛନ୍ତି। ଏହି ୧୭ ବର୍ଷ ପୁରୁଣା ଅପହରଣ ମାମଲାରେ କୋର୍ଟ ମାଫିଆ…