ଆଜିର ଖବର ଆଜି ଜଗନ୍ନାଥ ଦର୍ଶନ କରିବାକୁ ଯାଉଛନ୍ତି କି, ରହିଯାଆନ୍ତୁ !!! ସଂଧ୍ୟା ପାଞ୍ଚଟାରୁ ଦର୍ଶନ ବନ୍ଦ ପୁରୀ: ଆଜି ହେଉଛି ବୈଶାଖମାସ ଅଷ୍ଟମୀ ତିଥୀ। ଏହିଦିନ ପୁରୀରେ ମହାପ୍ରଭୃଙ୍କ ପଇତା ଲାଗି ହୋଇଥାଏ। ସେଥିପାଇଁ ଆଜି ଶ୍ରୀଜିୟୁଙ୍କ ଦର୍ଶନ ସଂଧ୍ୟା ପାଞ୍ଚଟାରୁ ରାତି ଦଶଟା…