ଆଞ୍ଚଳିକ ଆଜି ଖୋଲିଲା ମା’ ଉଗ୍ରତାରା ଦେବୀଙ୍କ ମନ୍ଦିରର ହୁଣ୍ଡୀ: ଜାଣନ୍ତୁ କେତେ ସଂଗ୍ରହ ହେଲା ଦାନ ରାଶି? ଟାଙ୍ଗୀ: ଓଡ଼ିଆ ଗଣ ପର୍ବ ରଜ ଯାତ୍ରା ପୂର୍ବରୁ ଓଡିଶାର ପ୍ରସିଦ୍ଧ ତନ୍ତ୍ର ପୀଠ ମା ଉଗ୍ରତାରା ଦେବୀଙ୍କ ମନ୍ଦିରର ଦାନ ହୁଣ୍ଡୀ ଆଜି ଖୋଲା ଯାଇଛି।…