ଆଜିର ଖବର ନୀତୀଶ କୁମାରଙ୍କୁ ଦ୍ୱିତୀୟ ଝଟକା, ବିଜେପିରେ ଯୋଗ ଦେଲେ ଜେଡିୟୁର ଦାମନ-ଡିୟୁ ସମଗ୍ର ୟୁନିଟ୍ ନୂଆଦିଲ୍ଲୀ: ଜେଡିୟୁକୁ ବିଜେପି ଦ୍ୱିତୀୟ ଝଟକା ଦେଇଛି। ଜେଡିୟୁ ର ଦାମନ ଡିୟୁଙ୍କର ସମଗ୍ର ୟୁନିଟ୍ ବିଜେପିରେ ଯୋଗ ଦେଇଛନ୍ତି। ୧୫ ଜିଲ୍ଲା ପଞ୍ଚାୟତ ସଦସ୍ୟ ମଧ୍ୟ…