ଆଜିର ଖବର ଗୋଆରେ ସରକାର ଗଠନ ପାଇଁ କଂଗ୍ରେସ କରିଲା ଦାବି, ବିଜେପିର ବିଳମ୍ବକୁ ନେଇ କରିଲା ପ୍ରଶ୍ନ ପାଣାଜୀ: ଗୋଆରେ ବିଜେପି ସରକାର ଗଠନରେ ବିଳମ୍ବକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଗୋଆ କଂଗ୍ରେସର ବରିଷ୍ଠ ନେତା ଦିଗମ୍ବର କାମାତ୍ ପଚାରିଛନ୍ତି ଯେ, ସ୍ଵାଧୀନ ବିଧାୟକ…