ଆଜିର ଖବର ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ମହନୀୟତା: ତିନି ଦିବ୍ୟାଙ୍ଗଙ୍କୁ ଦେଲେ ନୂଆ ଜୀବନ ଖୋର୍ଦ୍ଧା: ଖୋର୍ଦ୍ଧା ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠୀଙ୍କ ମହନୀୟତା। ତିନି ଦିବ୍ୟାଙ୍ଗଙ୍କୁ ଦେଲେ ନୂଆ ଜୀବନ। ଘଟଣା ଘଟିଛି ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳରେ। ନିକଟରେ ଉପଜିଲ୍ଲାପାଳ ଶ୍ରୀ ସେଠି…