ଜାତୀୟ ଖବର BREAKING: ଭୂକମ୍ପରେ ଥରିଲା ଦିଲ୍ଲୀ ସମେତ ଉତ୍ତର ଭାରତ, ଭୂମିରୁ 80 କିଲୋମିଟର ତଳେ ହୋଇଛି ସୃଷ୍ଟି ନୂଆଦିଲ୍ଲୀ, ଆଜି ରାତି 10ଟା 31 ମିନିଟରେ ନୂଆଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଭୂକମ୍ପ ସୃଷ୍ଟି ହୋଇଛି। ରିଚେର ସ୍କେଲରେ ଏହାର ତୀବ୍ରତା 6.1 ବୋଲି ଜଣାପଡିଛି।…