ଆଜିର ଖବର ଅଟଳ ବିହାରୀ ବାଜପେୟୀ ଦୁଃସାହସିକ କ୍ରୀଡ଼ା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ଭୁବନେଶ୍ଵର: ଅଭିଜ୍ଞତା ଆହରଣ ଲାଗି ହିମାଚଳ ପ୍ରଦେଶ ଗସ୍ତରେ ଥିବା ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ମନାଲିସ୍ଥିତ ଅଟଳ ବିହାରୀ ବାଜପେୟୀ ପର୍ବତାରୋହଣ ଏବଂ ଆନୁସଙ୍ଗିକ କ୍ରୀଡ଼ା…