ଆଜିର ଖବର ଦୁଇ ଥାକିଆ କଣ୍ଟେନର ଟ୍ରେନ ଚଳାଚଳ କ୍ଷେତ୍ରରେ ବିଶ୍ୱର ହାତଗଣତି ରାଷ୍ଟ୍ରଙ୍କ ସହ ସାମିଲ ହେଲା ଭାରତ ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମ ସମର୍ପିତ ମାଲ ପରିବହନ କରିଡର (ଡବ୍ଲୁଡିଏଫ୍ସି)ର ୩୦୬ କିମି ଦୈର୍ଘ୍ୟ ବିଶିଷ୍ଟ ରେୱାରି-ମଦାର ସେକ୍ସନକୁ ଏକ ଭିଡିଓ କନ୍ଫରେନ୍ସିଂ…