ଅନ୍ତରାଷ୍ଟ୍ରୀୟ ଓଡିଶାକୁ ନବୀନ ଆଣିଲେ ୨୧,୦୦୦ କୋଟି ଟଙ୍କାର ପୁଞ୍ଜି, ସଫଳ ହେଲା ଦୁବାଇ ଇନଭେଷ୍ଟରସ ମିଟ୍ ସୁଧାଶ୍ରୀ ଦାସ, ଦୁବାଇ ୟୁଏଇ ଏବଂ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକା ଅଞ୍ଚଳର କମ୍ପାନୀଗୁଡିକରୁ ଓଡିଶାକୁ ଆସିବ ୨୧,୦୦୦ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି।…