ଦୁର୍ଘଟଣାଗ୍ରସ୍ତ

ବାଲେଶ୍ବର : ପୁଣି ପ୍ରବାସୀଙ୍କ ବସ୍‌ ଓଲଟିଛି। ପ୍ରବାସୀଙ୍କୁ ଧରି ଯାଉଥିବା ବସ୍‌ ରାସ୍ତାରେ ଓଲଟିଯିବା ଫଳରେ ସାତ ଜଣ ଆହତ ହୋଇଛନ୍ତି। ଏନ୍‌ଏଚ୍‌-16 ମଙ୍ଗଳପୁର ନିକଟରେ…