ଆଜିର ଖବର ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ପ୍ରସ୍ତୁତ ରାଜସ୍ଥାନ, ଆଜି ୧ କୋଟି ପିଲା ଏକତ୍ର ଗାଇବେ ଦେଶପ୍ରେମ ଗୀତ ନୂଆଦିଲ୍ଲୀ: ଭାରତ ଚଳିତ ବର୍ଷ ସ୍ୱାଧୀନତାର ୭୫ ତମ ଦିନ ପାଳନ କରୁଛି। ସ୍ୱାଧୀନତାର ଏହି ଅମୃତ ମହୋତ୍ସବ ଅଧୀନରେ ଆଜି ରାଜସ୍ଥାନର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ…