ଆଜିର ଖବର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ମିଳିବ ରିହାତି: ପଶୁ ଚିକିତ୍ସା ହେବ ଦେୟମୁକ୍ତ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗାଈ, ମଇଁଷି କିମ୍ବା କୁକୁଡା ଫାର୍ମ କଲେ 1 କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। କେବଳ ସେତିକି ନୁହେଁ,…