ଆଜିର ଖବର ଉଦଘାଟିତ ହେଲା ରଣପୁର ନୂତନ ଦେୱାନୀ ଓ ଫୌଜଦାରୀ ଅଦାଲତ ରଣପୁର: ଆଜି ଅପରାହ୍ନରେ ରଣପୁର ନୂତନ ଦେୱାନୀ ଓ ଫୌଜଦାରୀ ଅଦାଲତର ଉଦଘାଟନୀ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟ କାର୍ଯ୍ୟକାରୀ…