ଅପରାଧ ଜୀବନରୁ ମାରିଦେବା ପାଇଁ ସାମ୍ବାଦିକଙ୍କୁ ମିଳିଲା ଧମକ: ଚାନ୍ଦପୁର ଥାନାରେ କଲେ ଅଭିଯୋଗ ନୟାଗଡ/ଚାନ୍ଦପୁର: ପୁଣି ଏକ ସାମ୍ବାଦିକଙ୍କୁ ଗାଳି ଗୁଲଜ ସହ ଧମକ ମିଳିଥିବା ଅଭିଯୋଗ ହୋଇଛି। ସାମ୍ଵାଦିକ ଜଣଙ୍କ ଏନେଇ ଧମକ ଦେଇଥିବା ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା…