ବିଶେଷ ଖବର ଖୁବ ଶିଘ୍ର ଓଡିଶା ବିଜେପିରେ ହେବ ଭୂକମ୍ପ, ହଟିବେ ସମୀର, ମଙ୍ଗ ଧରିବେ ବିଜୟ ମହାପାତ୍ର ଭୁବନେଶ୍ବର, ଓଡିଶା ବିଜେପିରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହେବ। ଏ ନେଇ ରାଜ୍ୟ ତଥା ଜାତୀୟ ରାଜନୈତିକ ପାଗ ବିଶେଷଜ୍ଞମାନେ ଆକଳନ କରିସାରିଲେଣି। ସେମାନଙ୍କ…