ନକ୍ସଲବାଦର ମୂଳୋତ୍ପାଟନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି କହିଛନ୍ତି ଯେ, ଛତିଶଗଡ଼ର ନାରାୟଣପୁରରେ ଏକ ଅପରେସନରେ ସୁରକ୍ଷା ବାହିନୀ ସିପିଆଇ-ମାଓବାଦୀଙ୍କ ସାଧାରଣ ସମ୍ପାଦକ…