ଆଜିର ଖବର ବ୍ରିଜ ଭୂଷଣଙ୍କ ବିରୋଧରେ ଆଣିଥିବା ଅଭିଯୋଗ ପ୍ରତ୍ୟାହାର କଲେ ନାବାଳିକା କୁସ୍ତିଯୋଦ୍ଧା ନୂଆଦିଲ୍ଲୀ: ଗତ କିଛି ମାସ ଧରି ରେସଲିଂ ଫେଡେରେସନ୍ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦେଶର ପ୍ରସିଦ୍ଧ କୁସ୍ତି ଖେଳାଳିମାନେ ଏକ ମୋର୍ଚ୍ଚା ଖୋଲିଛନ୍ତି।…