ଆଜିର ଖବର ପାକିସ୍ତାନର ବଢିବ ଚିନ୍ତା: ଏବେ ସୀମାରେ ନିୟୋଜିତ ହେବ ଏଲସିଏ ମାର୍କ 1 ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ସ୍ୱଦେଶୀ LCA ମାର୍କ 1 ଏ ତେଜସ୍ ମାଧ୍ୟମରେ ପାକିସ୍ତାନର ଚିନ୍ତା ବୃଦ୍ଧି କରିବାକୁ ଯାଉଛି। ଏହା ରାଜସ୍ଥାନର ବିକାନେରର ନାଲ ଏୟାର…