ଆଜିର ଖବର କରୋନା ପରେ କେରଳରେ ନିପା ଭାଇରସ୍ ଆତଙ୍କ: ୨୦ ଜଣ ଡାକ୍ତରଖାନାରେ ଭର୍ତ୍ତି, ପୃଥକବାସରେ ରହିଲେ ୧୬୮ ଥିରୁୱନନ୍ତପୁରମ୍: କରୋନା ପରେ କେରଳରେ ଏବେ ନିପା ଭାଇରସର ବିପଦ ଦେଖାଯାଇଛି। କୋଝିକୋଡ ଠାରୁ କିଛି ଦୂରରେ ମାଭୂରରେ ୧୨ ବର୍ଷର ଶିଶୁର ନିପା ଭାଇରସ ମୃତ୍ୟୁ…