ଜାତୀୟ ଖବର କେନ୍ଦ୍ର ସରକାର ଦେଲା ନିର୍ଦ୍ଦେଶ: ଏବେ ଏହି ଅଯୋଗ୍ୟ ଚାଷୀଙ୍କୁ ଫେରାଇବାକୁ ପଡିବ ଟଙ୍କା, ଯାଞ୍ଚ କରନ୍ତୁ ତାଲିକା ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ବାର୍ଷିକ ୬ ହଜାର ଟଙ୍କା ଦେଶର କୋଟି ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥାଏ। କିନ୍ତୁ ଅନେକ ଠକେଇ…