ଆଞ୍ଚଳିକ ଯୁବତୀ ଅପହରଣ ମାମଲାରେ ୩ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼, ପୋଲିସ ଭୂମିକାକୁ ନେଇ ପ୍ରଶ୍ନ ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଥାନା ଅନ୍ତର୍ଗତ କୁଞ୍ଜାମୁରା ଗ୍ରାମରେ ଯୁବତୀ ଅପହରଣ ଅଭିଯୋଗକୁ କେନ୍ଦ୍ର କରି କଙ୍ଗାରୁ କୋର୍ଟ ଭଳି ଘଟଣା ଘଟିଥିବା ଅଭିଯୋଗ ଉଠିଛି।…