ଆଜିର ଖବର ନିର୍ବାଚନ ରାଜନୀତିରୁ ଅବସର ନେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା, ମୋଦୀଙ୍କ ବିଷୟରେ କହିଲେ ବଡ କଥା ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ନିର୍ବାଚନ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ୟେଦୁରୁପ୍ପା, ଯିଏକି ବିଜେପିର କେନ୍ଦ୍ରୀୟ ସଂସଦୀୟ କମିଟିର ସଦସ୍ୟ ଅଛନ୍ତି, ସେ…